ଦୀର୍ଘ ୨୦ ବର୍ଷ ପରେ ଯେବେ ଗାଁକୁ ଫେରିଲେ ଯବାନ...ଦୁଲଦୁଲି ବାଜି ଉଠିଲା, ଫଗୁ ଖେଳ ଆରମ୍ଭ ହେଲା। ଗାଁ ପିଲାଙ୍କ ଅଣ୍ଟା ବି ହଲିଲା। ଅଦ୍ଭୁତପୂର୍ବ ସ୍ୱାଗତ ଦେଖି ଖୁସି ହୋଇଗଲେ ଯବାନ। କହିଲେ, ମାଗଣାରେ ଗାଁ ପିଲାଙ୍କୁ ଦେବି ଆର୍ମି ଟ୍ରେନିଂ...