By: Otv Khabar Bureau
Last updated: 25 January 2022, 08:57 AM IST
ତୁମେ ମତେ ଭୁଲ୍ ବୁଝିବନି। ମୁଁ ଯଦି ଜାଣି ଥାଆନ୍ତି ମତେ ଏତେ ବଡ଼ ରୋଗ ହୋଇଛି, ତାହାଲେ କେବେ ବି ତୁମ ହାତ ଧରି ନ ଥାଆନ୍ତି। ମତେ କ୍ଷମା କରିଦେବ ଏଲି... ମୁଁ ସବୁଦିନ ପାଇଁ ଘର ଛାଡ଼ି ଯାଉଛି... ମତେ ପ୍ଲିଜ୍ ଭୁଲ୍ ବୁଝିବନି...