By: Pallipuspa Samal
Last updated: 08 November 2022, 02:03 PM IST
ଦିଦିଙ୍କ ଅଜବ ନୀତି। ପିଲାଟି ଭଲ ପାଠ ପଢ଼ୁନି ବୋଲି ତାକୁ ଖାଇବାକୁ ଅଣ୍ଡା ଦେଲେନି। ଗଣମାଧ୍ୟମ ପ୍ରତିନିଧି ପଚାରିଲେ ବୋଲି ତାଙ୍କ ଫଟୋ ଉଠାଇ ରଖିଲେ। ପଚାରିଲାରୁ କହିଲେ ସବୁ ମିଛ କଥା