Last updated: 05 October 2021, 10:40 AM IST
ସମସ୍ତେ ସ୍ୱପ୍ନ ଦେଖନ୍ତି। ହେଲେ ଯିଏ ସ୍ୱପ୍ନକୁ ସତ କରି ଦେଖାଏ ସେ ହିଁ ସଫଳ ବ୍ୟକ୍ତିତ୍ୱ। ୪ ଥର ଦେଲେ ୟୁପିଏସସି ପରୀକ୍ଷା। ପ୍ରଥମେ ଫେଲ ମାରିଲେ। ପରେ ଦୁଇ ଥର ଆଇପିଏସ ହେବାକୁ ଯୋଗ୍ୟ ହେଲେ। କିନ୍ତୁ ଏଥିରେ ସେ ନଥିଲେ ଖୁସି। ଶେଷରେ ନିଜ ଇଛା ପୂରଣ ହେଲା। ସାରା ଭାରତରେ ଅଷ୍ଟମ ସ୍ଥାନରେ ରହି ହେଲେ ଆଇଏଏଏସ.