ଯେଉଁ ଗଙ୍ଗୁଆ ନଦୀ ଦିନେ ଗଙ୍ଗା ପରି ଏକ ସ୍ୱଚ୍ଛ ନଦୀ ଥିଲା । ରାଜଧାନୀ ଭୁବନେଶ୍ୱର ପାଇଁ ଜୀବନ୍ତ ଐତିହ୍ୟ ଥିଲା । ହେଲେ ଏବେ ସେ ଗଙ୍ଗୁଆର ଅବସ୍ଥା ଯାହା, ସେଥିରେ ଜଳ ନୁହେଁ ପ୍ରବାହିତ ହେଉଛି ଜହର ।