Advertisment

ସୂତା ଖିଅରେ କୁନି ପୁଅର ଜୀବନ...୪୦ ଦିନରେ ଦରକାର ୪୦ ଲକ୍ଷ ଟଙ୍କା...

୪୦ ଦିନରେ ୪୦ ଲକ୍ଷ ଯୋଗାଡ ନହେଲେ ପୁଅ ଜୀବନ ପାଇଁ ବଡ଼ ବିପଦ। ଭୟଙ୍କର ରୋଗରେ ଘାଣ୍ଟି ହେଉଛି କୁନି ପୁଅ। ସ୍ୱରୂପଙ୍କ ଜୀବନ ବଂଚାଇବା ପାଇଁ ସରକାରଙ୍କଠୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଗୁହାରି କରୁଛନ୍ତି ବାପା-ମାଆ। ଟଙ୍କା ଯୋଗାଡ ହେଲେ ପୁଅ ବଂଚିବ

ଅଦ୍ୟତନ ହୋଇଛି

Helpless Couple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ