Advertisment

ବିନା ଶବରେ ମଶାଣି ଗଲା କୋକେଇ, ଚାଦର ତଳେ ଥିଲା ପ୍ରତୀକାତ୍ମକ ମୃତଦେହ

ବହୁଦିନ ପରେ ଗୁଜରାଟରୁ ଫେରୁଥିଲେ ସ୍ୱାମୀ। ଘରେ ଅପେକ୍ଷା କରିଥିଲେ ପତ୍ନୀ ଓ ଦୁଇଝିଅ। ହେଲେ ଟ୍ରେନରେ ଜଗି ବସିଥିଲା ଯମ। ସ୍ଥିତି ଏମିତି ହେଲା ଯେ, ସ୍ୱାମୀଙ୍କ ମୃତଦେହ ମଧ୍ୟ ଦେଖି ପାରିଲେ ନାହିଁ ପତ୍ନୀ।

Advertisment

ବହୁଦିନ ପରେ ଗୁଜରାଟରୁ ଫେରୁଥିଲେ ସ୍ୱାମୀ। ଘରେ ଅପେକ୍ଷା କରିଥିଲେ ପତ୍ନୀ ଓ ଦୁଇଝିଅ। ହେଲେ ଟ୍ରେନରେ ଜଗି ବସିଥିଲା ଯମ। ସ୍ଥିତି ଏମିତି ହେଲା ଯେ, ସ୍ୱାମୀଙ୍କ ମୃତଦେହ ମଧ୍ୟ ଦେଖି ପାରିଲେ ନାହିଁ ପତ୍ନୀ। ସାହିଭାଇ, ଏକ ପ୍ରତୀକାତ୍ମକ ଶବ ତିଆରି କରି ତାକୁ କୋକେଇରେ ବୋହି ଶ୍ମଶାନରେ ଦାହ କରିଥିଲେ। ଏମିତି ଦୁଃଖ ଈଶ୍ୱର କାହାକୁ ନଦିଅନ୍ତୁ।

Advertisment
Odisha Dead Body Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ