Early falling of tree leaves
Advertisment
ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳ ବଟ। ଏହିଠାରେ ରହିଛି ମହାକଳ୍ପବଟ। ଏଠାରେ ସଦାବେଳେ ଭକ୍ତଙ୍କ ଭିଡ ଜମେ। ହେଲେ ଏବେ ଏହି କଳ୍ପବଟ ସମ୍ପୂର୍ଣ୍ଣ ଥୁଣ୍ଟା ହୋଇଯାଇଛି। ଗୋଟିଏ ବି ପତ୍ର ନାହିଁ। ସବୁ କଞ୍ଚା ପତ୍ର ଝଡ଼ିଯାଉଛି। ମହନ୍ତ କହୁଛନ୍ତି ସମୟ କିଛି ଭଲ ନାହିଁ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us