Special Story | Defying Odds, Transgender Gets Ready To Protect Husband In Sonepur
Advertisment
ଜଣେ ମହିଳାଙ୍କ ପାଇଁ ତାଙ୍କ ସ୍ୱାମୀ ହିଁ ସବୁ କିଛି । ଜଣେ କିନ୍ନର ସିନ୍ଦୂର ପିନ୍ଧି ବଧୂ ହେବା ପରେ ନିଜ ଜୀବନଠୁ ଅଧିକ ଭଲ ପାଉଛନ୍ତି ସ୍ୱାମୀଙ୍କୁ । କିନ୍ନର ବିବାହକୁ ପରିବାର ଗ୍ରହଣ କରିପାରୁନଥିବାରୁ ଆସିଛି ଅନେକ ବାଧାବିଘ୍ନ । ହେଲେ ସ୍ୱାମୀଙ୍କୁ ସୁରକ୍ଷା ଦେବାକୁ ପ୍ରସ୍ତୁତ ଅଛନ୍ତି କିନ୍ନର ଅଞ୍ଜଳି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us