By: Pallipuspa Samal
Last updated: 23 November 2022, 01:33 PM IST
ମେଡିକାଲ ହେଉଛି ସବୁଠୁ ସୁରକ୍ଷିତ ଓ ସଫାସୁତରା ଜାଗା। ICU ଆହୁରି ନିଷିଦ୍ଧ ଜାଗା। ଏଠି ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ଭିତରକୁ ଛଡ଼ାଯାଏନି। କିନ୍ତୁ ଏଇ ମେଡିକାଲର ICU ଭିତରକୁ ଏକ ବୁଲା ଷଣ୍ଢ ପଶି ଆସିଲା।