Advertisment

ପୂଣ୍ୟ ମାସରେ ପୂଣ୍ୟ କାମ...ମାତ୍ର ୫ ଟଙ୍କାରେ ହବିଷାନ୍ନ

କାର୍ତ୍ତିକ ମାସରେ ପୁଣ୍ୟ କାମ କରୁଛନ୍ତି ଏହି ଯୁବକମାନେ। ମନ୍ଦିରରେ ଏକାଠି ହେଲେ...ହବିଷ୍ୟାଳିଙ୍କ ପାଇଁ ହବିଷାନ୍ନ ରାନ୍ଧିଲେ...ଆଉ କଦଳୀ ପତ୍ରରେ ବାଢି ଦେଉଛନ୍ତି ଅରୁଆ ଭାତ ଡାଲମା ସାଙ୍ଗରେ ଓଉ ଖଟା। ୫ ଟଙ୍କାରେ ଖାଦ୍ୟ ଖାଇ ବେଶ୍‌ ଖୁସି ବ୍ରତଧାରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ