ଅଦ୍ୟତନ ହୋଇଛି
Special Story | Boy Toils As Labourer To Keep Sister In School
Advertisment
ବାପା, ମା, ବଡ଼ଭାଇ। ଡକାଡକି ହୋଇ ତିନି ହେଁ ଚାଲିଗଲେ। ଏବେ ଏକା ଏକା ବଞ୍ଚୁଛନ୍ତି କୋରାପୁଟର ଦୁଇ ଭାଇ ଭଉଣୀ ସୁରେଶ ଆଉ ପ୍ରିୟଙ୍କା। ଘରଦ୍ୱାର ନାହିଁ। ଖାଇବାକୁ ଚାଉଳ ମୁଠେ ନାହିଁ। ସରକାରୀ ସୁବିଧା କିଛି ନାହିଁ। ସାନ ଭଉଣୀକୁ ପାଠ ପଢ଼ାଇବାକୁ ବଡ଼ଭାଇ ନିଜେ ପାଠ ଛାଡ଼ି ମୂଲ ଲାଗୁଛି। ଦେଖନ୍ତୁ କୋରାପୁଟରୁ ଏ ଦୁଃଖଦ କାହାଣୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us