Advertisment

ବ୍ରହ୍ମପୁରର ଖେଳ ପଡିଆରେ ବେଶ୍ ଝାଳ ବୁହାଉଛନ୍ତି ବଲିଉଡର ଜଣାଶୁଣା ସ୍କ୍ରିପ୍ଟ୍ ରାଇଟର

ଦୁଇ ସପ୍ତାହ ଭିତରେ ୬ କିଲୋରୁ ଅଧିକ ଓଜନ କମିଲାଣି । ପ୍ରଥମେ ଆଦୌ ଦୌଡିପାରୁନଥିଲେ, ଏବେ ୮ କିଲୋମିଟର ରନିଂ ବେଶ୍ ଆରାମରେ କରିପାରୁଛନ୍ତି ।

Advertisment

ବ୍ରହ୍ମପୁରର ଖେଳ ପଡିଆରେ ବେଶ୍ ଝାଳ ବୁହାଉଛନ୍ତି ବଲିଉଡର ଜଣାଶୁଣା ସ୍କ୍ରିପ୍ଟ୍ ରାଇଟର । ଜଗିଂ, ରନିଂ ସହ ଚାଲିଛି ଫିଜିକାଲ୍ ଏକ୍ସରସାଇଜ୍ ଓ ଘଂଟା ଘଂଟା ଧରି ବ୍ୟାୟାମ । ଓଜନ କମାଇବେ, ଫିଟ୍ ରହିବେ । ଏଥିପାଇଁ ଟ୍ରେନର ସୀମାଂଚଳଙ୍କ ପ୍ରତିଟି ନିର୍ଦ୍ଦେଶ ମାନୁଛନ୍ତି, ପରିଶ୍ରମ ବି କରୁଛନ୍ତି । ସେ ହେଉଛନ୍ତି ବଲିଉଡର ପରିଚିତ ସ୍କ୍ରିପ୍ଟ ରାଇଟର ତଥା ନିର୍ଦ୍ଦେଶକ ଭିପୁଲ କେ. ରାୱଲ । ବୟସ ୫୩ ବର୍ଷ । ମୁମ୍ବାଇରୁ ବ୍ରହ୍ମପୁର ଆସିବା ବେଳେ ତାଙ୍କ ଓଜନ ୯୬ କିଲୋଗ୍ରାମ ଥିଲା । ଦୁଇ ସପ୍ତାହ ଭିତରେ ୬ କିଲୋରୁ ଅଧିକ ଓଜନ କମିଲାଣି । ପ୍ରଥମେ ଆଦୌ ଦୌଡିପାରୁନଥିଲେ, ଏବେ ୮ କିଲୋମିଟର ରନିଂ ବେଶ୍ ଆରାମରେ କରିପାରୁଛନ୍ତି ।

Advertisment
Bollywood Weight Loss
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ