Bolangir man
Advertisment
ଦୀର୍ଘଦିନ ପରେ ହତ୍ୟା ମାମଲାରେ ଜାମିନ୍ ମିଳିଲା ସତ। କିନ୍ତୁ ବୟସ ହୋଇଯିବାକୁ ବୃଦ୍ଧ ଦମ୍ପତ୍ତିଙ୍କୁ ଘରକୁ ନେବାକୁ ମନା କରିଦେଲେ ପରିବାର ଲୋକ। ୩ ମାସ ପରେ ପୁଣି ବେଲ୍ କରାଇ ଜେଲରୁ ଜରାଶ୍ରମକୁ ନେଲେ ଜଣେ ଆଇନଜୀବୀ। ପରିବାର ଲୋକଙ୍କ ମାନସିକତା ନାପସନ୍ଦ କଲେ ଅଂଚଳବାସୀ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us