By: Pallipuspa Samal
Last updated: 06 September 2022, 12:07 PM IST
ମତେ ରାତିରେ ନିଦ ହେଉନି କି କିଛି କରିବାକୁ ଇଚ୍ଛା ହେଉନି। ମୁଁ ଆଉ ବଞ୍ଚିବାକୁ ଇଚ୍ଛା କରୁନି....ମାଆ, ମତେ କ୍ଷମା କରିଦେବ। ପୋଲିସ ପ୍ଲିଜ୍ କାହାର କିଛି କ୍ଷତି କରିବନି। ଏମିତି ଲେଖି ଜୀବନ ହାରିଲେ ଏଇ ଯୁବତୀ