Advertisment

ସାବାସ୍ ଜଟାଧାନୀ ! ୟୁଟ୍ୟୁବ୍ ଦେଖି ଓଡ଼ିଶାରେ ଫଳାଉଛନ୍ତି ଡ୍ରାଗନ୍ ଫଳ

ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ଅନ୍ତର୍ଗତ କୁମ୍ଭାର ଗାଁର ଯୁବଚାଷୀ ଜଟାଧାରୀ ପ୍ରଧାନ ଏବେ ଚର୍ଚ୍ଚାରେ। କାରଣ ସେ ତାଙ୍କ ବାଡ଼ିରେ ଫଳାଇଛନ୍ତି ଏକ ବିଦେଶୀ ଫଳ। ଯାହାକୁ କୁହାଯାଏ ଡ୍ରାଗନ୍।

Advertisment

ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ଅନ୍ତର୍ଗତ କୁମ୍ଭାର ଗାଁର ଯୁବଚାଷୀ ଜଟାଧାରୀ ପ୍ରଧାନ ଏବେ ଚର୍ଚ୍ଚାରେ। କାରଣ ସେ ତାଙ୍କ ବାଡ଼ିରେ ଫଳାଇଛନ୍ତି ଏକ ବିଦେଶୀ ଫଳ। ଯାହାକୁ କୁହାଯାଏ ଡ୍ରାଗନ୍। ଏ ଦିଗରେ ଜଟାଧାରୀଙ୍କର ଗୁରୁ ହେଉଛି ୟୁଟ୍ୟୁବ। ସେ ୟୁଟ୍ୟୁବରେ ବିଭିନ୍ନ ଭିଡିଓ ଦେଖି ଦେଖି ନିଜ ବାଡ଼ିରେ ଏହି ଚାଷ କରି ସଫଳତା ପାଇଛନ୍ତି। ଆମ ପ୍ରତିନିଧି ଦୀପକ ଶର୍ମାଙ୍କ ରିପୋର୍ଟ।

Advertisment
Bargarh Farming In Odisha Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ