By: Pallipuspa Samal
Last updated: 19 October 2022, 10:04 AM IST
ଇଏ ବି ଜଣେ ଚିକିତ୍ସକ ! ବୟସ ୮୦ ହେଲାଣି, ହେଲେ ସେ ହାର ମାନିନାହାନ୍ତି। ରାତି ପାହିଲେ ୧୬ ଇଂଚିଆ ସାଇକେଲ ଧରି ଗାଁକୁ ଗାଁ ବୁଲନ୍ତି। ରୋଗୀଙ୍କୁ ଔଷଧ ଦେଇଆସନ୍ତି। ୟାଙ୍କ ଔଷଧକୁ ଚାତକ ପରି ଚାହିଁରହିଥାଆନ୍ତି ରୋଗୀ