By: Pallipuspa Samal
Last updated: 11 November 2022, 01:19 PM IST
ମୋ ସ୍ୱାମୀ ଦିନରେ ପୁଅ, ରାତିରେ ଝିଅ। ପୁଅ ଓ ଝିଅ ଉଭୟଙ୍କ ସହ ସେ ସେକ୍ସ କରନ୍ତି...ଗ୍ରୁପ୍ରେ ୩ ହଜାରରୁ ଅଧିକ ବ୍ୟକ୍ତିଙ୍କ ସହ କଥା ହୁଅନ୍ତି, ଆଉ ରେଟ୍ ଫାଇନାଲ କରନ୍ତି...ନିଜ ସ୍ୱାମୀ ଜଣେ ସମଲିଙ୍ଗୀ ବୋଲି ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏଇ ମହିଳା ଜଣକ