Advertisment

JEEରେ ୯୮.୪୨% ନମ୍ବର ରଖିଲେ ଗରିବ ବୁଣାକାରର ପୁଅ, ପୂରଣ ହୋଇପାରୁନି IIT ସ୍ୱପ୍ନ

କଥାରେ ଅଛି, ଯାହାର କାନ ଅଛି ତା’ର ସୁନା ନାହିଁ, ଆଉ ଯାହାର ସୁନା ଅଛି ତା’ର କାନ ନାହିଁ। ଗରିବ ବୁଣାକାର ଘରର ପିଲାଟିଏ। କିନ୍ତୁ ପ୍ରଚଣ୍ଡ ମେଧାବି। JEEରେ ୯୮.୪୨ ନମ୍ବର ରଖିଥିବା ଏହି ପିଲାଟିର କିନ୍ତୁ ଆଗକୁ ବଢ଼ିବାର ବାଟ ବନ୍ଦ ହୋଇଯାଇଛି।

ଅଦ୍ୟତନ ହୋଇଛି
Advertisment

କଥାରେ ଅଛି, ଯାହାର କାନ ଅଛି ତା’ର ସୁନା ନାହିଁ, ଆଉ ଯାହାର ସୁନା ଅଛି ତା’ର କାନ ନାହିଁ। ଗରିବ ବୁଣାକାର ଘରର ପିଲାଟିଏ। କିନ୍ତୁ ପ୍ରଚଣ୍ଡ ମେଧାବି। JEEରେ ୯୮.୪୨ ନମ୍ବର ରଖିଥିବା ଏହି ପିଲାଟିର କିନ୍ତୁ ଆଗକୁ ବଢ଼ିବାର ବାଟ ବନ୍ଦ ହୋଇଯାଇଛି। ଟଙ୍କା ନଥିବାରୁ ସେ IIT ପଢ଼ିପାରୁ ନାହାଁନ୍ତି। ଅପେକ୍ଷା କରିଛନ୍ତି କାଳେ କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ଜିଲ୍ଲା ପ୍ରଶାସନ ସାହାଯ୍ୟର ହାତ ବଢ଼ାଇବେ। 

Advertisment
JEE Topper From Odisha Special Story IIT Athagarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ