By: Pallipuspa Samal
Last updated: 12 November 2022, 12:51 PM IST
ବାପା ଚାଲିଯାଇଥିଲେ ଗଲା ଦୀପାବଳି ପରେ ପରେ ମାଆ ପରି କରି ଆରପାରିକୁ ଚାଲିଗଲା । ଏବେ ଘରର ମୁରବୀ ସାଜିଛି କୁନି ଝିଅ ରୁବିନି । ଏଡିକି ବକୁଟେ ଝିଅ ମୁଣ୍ଡରେ ଏବେ ତିନି ଭାଇ ଭଉଣୀଙ୍କ ବୋଝ ।