ଅଦ୍ୟତନ ହୋଇଛି
Special Story | 21-Year-Old Puri Girl ‘Looks Like Child’ Due To Rare Disease
Advertisment
୨୧ବର୍ଷର ଝିଅ ମିତାଲୀ। ଏଇ ବୟସରେ ଯିଏ ଫୁଲିଟିଏ ପରି ଫୁଟି ଉଠିବା କଥା, ସ୍ୱପ୍ନରେ ଭାସିବୁଲିବା କଥା ସେଇ ବୟସରେ ସେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ନିଜର ଶୈଶବ, କୈଶୋର ଓ ଯୁବାବସ୍ଥାକୁ ହରେଇବାକୁ ବସିଲାଣି। ମିତାଲୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁ ଏବଂ ସେ ସୁନ୍ଦର ଜୀବନ ଆରମ୍ଭ କରନ୍ତୁ ଏତିକି ହିଁ ଆମେ କାମନା କରିବା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us