Last updated: 18 May 2022, 11:33 AM IST
ଭାଇ ଚାଲିଯିବାର ଦୁଃଖକୁ ଗ୍ରହଣ କରିପାରୁନି ଭଉଣୀ। ଚିଠି ଲେଖି କହିଲା, ଏତେ ଶୀଘ୍ର ତୁମେ କାହିଁକି ଚାଲିଗଲ ? ଆମେ ଆଉ ଗୋଟିଏ ଦିନ ଏକାଠି ରହିଥାଆନ୍ତେ, ଆଉ ଟିକିଏ ଫୋନ୍ରେ କଥା ହୋଇ ଥାଆନ୍ତେ...କିନ୍ତୁ ତୁମେ ଠକିଦେଲ....ସାଇମଣ୍ଡଙ୍କ ଚାଲିଯିବା ଦୁଃଖରେ ଏମିତି ଚିଠି ଲେଖିଛନ୍ତି ତାଙ୍କ ଭଉଣୀ