Similipal forester killing
Advertisment
ଅସୁରକ୍ଷା ପ୍ରତିବାଦରେ ପ୍ରତୀକାତ୍ମକ ଧର୍ମଘଟରେ ବନ କର୍ମଚାରୀ। ସଂକଟରେ ଜଙ୍ଗଲ ସୁରକ୍ଷା। ବନ କର୍ମଚାରୀ ମାନେ ଆଜିଠୁ ଜଙ୍ଗଲ ଭିତରେ ପାଟ୍ରୋଲିଂକୁ ବଏକଟ୍ କରିଛନ୍ତି। ଫଳରେ ପରିଣାମ ସ୍ବରୂପ ଶିକାରୀଙ୍କ ପ୍ରାଦୁର୍ଭାବ ଆହୁରି ବଢ଼ିବ ଓ ଜଙ୍ଗଲ ଉଜୁଡ଼ିଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ। ଏପଟେ ପିସିସିଏଫ୍ କହିଛନ୍ତି, ବନ କର୍ମଚାରୀଙ୍କ ଦାବି ଉପରେ ସରକାର ବିଚାର କରୁଛନ୍ତି। ହେଲେ ମନ୍ତ୍ରୀଙ୍କ ଅଜବ ଯୁକ୍ତି ଲିଖିତ ଦାବି ଆସିଲେ ପଦକ୍ଷେପ ନିଆଯିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us