By: Pallipuspa Samal
Last updated: 07 March 2022, 09:26 AM IST
କାହା ହାତରେ ଦୂରବିକ୍ଷଣ ଯନ୍ତ୍ର ତ ଆଉ କାହା ହାତରେ ପ୍ରକଳ୍ପ। ବଡ଼ ହେଲେ ବୈଜ୍ଞାନିକ ହେବାର ସଂକଳ୍ପ ନେଇ ଆଗେଇ ଆସିଛନ୍ତି ଏହି ପିଲା। ସ୍କୁଲରେ ମୂଳଦୁଆ ପକାଇ ତିଆରି କରିଛନ୍ତି ଭଳିକି ଭଳି ପ୍ରକଳ୍ପ। ଯାହାକୁ ମିଳିଛି ଢେରସାରା ପ୍ରଶଂସା