pregnant woman crosses flooded river
Advertisment
ନଦୀରେ ପ୍ରଖର ସୁଅ। ସେପଟେ ଡାକ୍ତରଖାନା ଏପଟେ ଗର୍ଭବତୀ ମହିଳା। ୯ମାସର ଗର୍ଭଧାରଣ କରିଥିବା ଏହି ଆସନ୍ନପ୍ରସବା ମହିଳା ଜଣକ ରସହଣ୍ଡାରେ ନଈ ପାର ହେବେ ! ଦୁଇ ଦଶନ୍ଧିର ଏ ସ୍ଥିର ସରକାର ଶେଷରେ ଗର୍ଭବତୀ ମହିଳାଙ୍କୁ ହଣ୍ଡାରେ ନଈ ପାର କରାଇ ହାତ ଟେକିଦେଲା !
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us