ଆଖିରେ ପଟି ବାନ୍ଧିଦେଲେ ବି ସବୁ ଦିଶୁଛି.. କେମିତି !
Advertisment
ଆପଣ ଆଖି ବନ୍ଦ କରି ବା ଆଖିରେ କଳା ପଟି ବାନ୍ଧି ପାଠ ପଢିପାରିବେ ? ମୋବାଇଲ୍ ବ୍ୟବହାର କରିପାରିବେ ? ବାଇକ୍ ଚଲାଇପାରିବେ ? ଆଜ୍ଞା ହଁ.. ଆଖି ବନ୍ଦ କରିଥିଲେ ବି ସବୁ ଦିଶିବ.. କେମିତି ? ଯେମିତି ଏଇ ପିଲାମାନେ କରୁଛନ୍ତି..
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us