Pythons Found Coiled In Trees In Nilagiri
Advertisment
ନୀଳଗିରି ବ୍ଲକ ରିଙ୍ଗପୁର ଗାଁରେ ସକାଳୁ ସକାଳୁ ଲୋକେ ଏଇ ଅଜଗରଟିକୁ ଦେଖିଥିଲେ.. ବିରାଟ ଅଜଗରଟି ଶାଳ ଗଛ ଉପରକୁ ଚଢୁଥିବା ଦେଖି ଗାଁ ଲୋକେ ଭିଡିଓ ଉଠାଇଥିଲେ..ସାପକୁ ଦେଖିବାକୁ ଲୋକେ ଭିଡ଼ ଜମାଇଥିଲେ ଏବଂ ବନ ବିଭାଗକୁ ବି ସୂଚନା ଦେଇଛନ୍ତି.
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us