By: Otv Khabar Bureau
Last updated: 30 April 2022, 02:48 PM IST
ସ୍ୱାମୀ ଚାଷୀ। ରୋଜଗାରରେ ପରିବାର ଚଳାଇବା କଷ୍ଟ। କିଛି କରିବାର ଆଶା ଆଜି ତାଙ୍କୁ ବହୁ ଆଗକୁ ନେଇ ଯାଇଛି। ପରିବାର ପ୍ରତିପୋଷଣରେ ସ୍ୱାମୀଙ୍କ ସହ କାନ୍ଧ ମିଳାଇବା ପାଇଁ କାଇଁଚ ବୁଣି ଚଳାଉଛନ୍ତି ପରିବାର