By: Prangyan Parimita
Last updated: 08 August 2022, 04:30 PM IST
ଆଦିବାସୀ ଇଲାକାରୁ ଆସି ସହରରେ ବଂଚିବା ପାଇଁ କରୁଥିଲେ ସଂଘର୍ଷ। ହେଲେ ଇଛା ଶକ୍ତି ଓ ମନୋବଳ କରି ଦେଲା ସ୍ୱାବଲମ୍ୱୀ। ଏବେ ଭିଡ଼ ଭିତରେ ସଫଳ ବେପାରୀ ମହିମା ମେହରା