Prerana- Meet Jyotsna Sahoo From Bhubaneswar Who Sets An Example Of Becoming Self Reliant
Advertisment
ଭଲରେ ଥିଲେ ସବୁ ଆଡଜଷ୍ଟ କରିଦେବେ, ନିଶାରେ ଥିଲେ ସଂସାରର ସବୁ ଜିନିଷ ଆଣି ଦେଲେ କିଛି ଖାଇବେନି ସ୍ୱାମୀ। ଏ ଦୁଃଖ କାହାକୁ କହିବି? ଚିଟ୍ଫଣ୍ଡ ଭାଙ୍ଗିଦେଲା ସୁନାର ସଂସାର। ସମ୍ପତ୍ତି ବିକ୍ରି କରି ଲୋକଙ୍କ ଟଙ୍କା ସୁଝିଲେ, ହେଲେ ତା’ପରେ ଆଉ କୌଣସି କାମ କଲେନି। ପରିବାରର ପୂରା ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ଏବେ ସମାଜ ପାଇଁ ପ୍ରେରଣା ସାଜିଛନ୍ତି ଯୋତ୍ସନା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us