Advertisment

ପ୍ରି-ଖ୍ରୀଷ୍ଟମାସ ପାଳିଲେ ଛାତ୍ରଛାତ୍ରୀ

ଫୁଲବାଣୀ ସ୍ଥିତ କାର୍ମେଲ ଇଂଲିସ ମିଡିୟମ ସ୍କୁଲରେ ପ୍ରି-ଖ୍ରୀଷ୍ଟମାସ ପାଳନ କରାଯାଇଛି.. ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ଉପରେ ବିଭିନ୍ନ ନାଚ, ଗୀତ ଏବଂ ବାକ୍ୟ ପରିବେଷଣ କରାଯାଇଛି.. କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିବା ସହିତ କେକ କାଟି, ମିଠା ଖାଇ ପ୍ରି-ଖ୍ରୀଷ୍ଟମାସ ପାଳନ କରିଛନ୍ତି ଛାତ୍ରଛାତ୍ରୀ

ଅଦ୍ୟତନ ହୋଇଛି

Merry Christmas 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ