Advertisment

ଏ ରାସ୍ତା ନା ମରଣଯନ୍ତା

ରାସ୍ତା ପାଲଟିଛି ମରଣଯନ୍ତା । ଦେଖନ୍ତୁ ଏ ରାସ୍ତାକୁ ଯେଉଁଠି ପିଚୁ କମ୍ ମାଟି ଅଧିକ ଦେଖିବାକୁ ମିଳୁଛି। ଆପଣ ଦେଖୁଥିବା ଏ ରାସ୍ତା ହେଉଛି ରାୟଗଡରୁ ଭବାନୀପାଟଣା ଯାଉଥିବା ୫ ନମ୍ବର ରାଜ୍ୟ ରାଜପଥର ଅବସ୍ଥା।

Advertisment

ରାସ୍ତା ପାଲଟିଛି ମରଣଯନ୍ତା । ଦେଖନ୍ତୁ ଏ ରାସ୍ତାକୁ ଯେଉଁଠି ପିଚୁ କମ୍ ମାଟି ଅଧିକ ଦେଖିବାକୁ ମିଳୁଛି। ଆପଣ ଦେଖୁଥିବା ଏ ରାସ୍ତା ହେଉଛି ରାୟଗଡରୁ ଭବାନୀପାଟଣା ଯାଉଥିବା ୫ ନମ୍ବର ରାଜ୍ୟ ରାଜପଥର ଅବସ୍ଥା। ଏ ଅବସ୍ଥା କାରଣରୁ ଅନେକ ସମୟରେ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମଧ୍ୟ ମିଳିଛି। ତେବେ ଏ ସଂପର୍କରେ ସ୍ଥାନୀ. ଲୋକ କଣ କହୁଛନ୍ତି ଶୁଣନ୍ତୁ …

Advertisment
Rayagada Road Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ