By: Satyendu Shekher Mishra
Last updated: 18 December 2021, 09:25 PM IST
କେଉଁଠି ପୁରୁଣା ଟେଣ୍ଟ,କେଉଁଠି ଅସନା ଟଏଲେଟ । ଉଦଘାଟନର ୪ଦିନ ପରେ ଇକୋ-ରିଟ୍ରିଟରେ ଅବ୍ୟବସ୍ଥା, ମୁହଁ ମୋଡ଼ିଲେଣି ପର୍ଯ୍ୟଟକ ।