By: Otv Khabar Bureau
Last updated: 08 December 2021, 12:34 PM IST
ରାଜ୍ୟ ସରକାରଙ୍କ ବଡ଼ ଯୋଜନା । ୨୦୨୪ ସୁଦ୍ଧା ସବୁ ଗାଁକୁ ମିଳିବ ପାଇପ୍ ପାଣି । ବିଧାନସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ।