Last updated: 14 July 2021, 06:47 PM IST
୩ ପ୍ରତିଶତକୁ ଖସିଲାଣି ଟିପିଆର୍ । ରାଜ୍ୟର ୨୬ଟି ଜିଲ୍ଲାରେ ୫ ପ୍ରତିଶତ ତଳେ ଟିପିଆର୍ । ଅନଲକ୍ ପ୍ରକ୍ରିୟାକୁ ଗଲା ବେଳେ କଟକ ଭୁବନେଶ୍ୱର ପାଇଁ ହୋଇପାରେ ସ୍ୱତନ୍ତ୍ର ଷ୍ଟ୍ରାଟେଜି । ମଲ୍ ,ପାର୍ଲର,ସ୍ପା,ଜିମ୍ ଓ ବସ୍ ଚଳାଚଳକୁ ମିଳିପାରେ ଅନୁମତି ।