Paddy Procurement (Bar) With No Buyers At Mandis, Sonepur Farmers Worried
Advertisment
ମଣ୍ଡିରୁ ଉଠୁନି ଧାନ । ସେପଟେ ମାଡ଼ି ଆସିଲାଣି ବର୍ଷା । ଧାନ ବିକ୍ରି କରିବା ପାଇଁ ଚାଷୀ ଟୋକନ ପାଇଛିି । ମାତ୍ର ଧାନ ବିକ୍ରି ହୋଇନପାରିବା ଯୋଗୁଁ ୧୦ ଦିନ ହେଲାଣି ଖୋଲା ଆକାଶ ତଳେ ପଡ଼ି ରହିଛି । ଏଭଳି ଅଚଳାବସ୍ଥା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ବିନିକା ଶଙ୍କରା ମଣ୍ଡିରେ । ମିଲର୍ସ ମଣ୍ଡିକୁ ଧାନ କିଣିବାକୁ ଆସୁନଥିବାରୁ ଧାନ ଉଠୁନଥିବା ଅଭିଯୋଗ ହୋଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us