Advertisment

‘ମୁଁ ଓଡ଼ିଶାରେ ଜନ୍ମ ହେଇନି, କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥ ମୋ ଆରାଧ୍ୟ ଦେବତା’

ଯଦିଓ ତାଙ୍କ ଜନ୍ମ ଓ ଲାଳନପାଳନ ଓଡ଼ିଶାରେ ହୋଇନି, କିନ୍ତୁ ସେ ଜଣେ ଖାଣ୍ଟି ଓଡ଼ିଆ। ସାରା ପୃଥିବୀ ତାଙ୍କୁ ଜାଣେ। ଆମ ଦେଶର ସେ ଜଣେ ପ୍ରସିଦ୍ଧ ମାଇଥୋଲୋଜିଷ୍ଟ ବା ପୁରାଣାଶାସ୍ତ୍ର ବ୍ୟାଖ୍ୟାକାର। ସେ ହେଉଛନ୍ତି ଦେବଦତ୍ତ ପଟ୍ଟନାୟକ। ସେ କୁହନ୍ତି, ଯିଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଜାଣିନି, ସେ ଭାରତକୁ ଜାଣିନି। ନିକଟରେ ସେ ଓଡ଼ିଶା ଆସିଥିବା ବେଳେ ତାଙ୍କୁ ଭେଟିଥିଲେ ଓଟିଭିର ଡେପୁଟୀ ଏଡିଟର ଅମରେଶ ବିଶ୍ୱାଳ।

Religion Dharma Candid Devdutt Pattanaik Mythologist OTV Specia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ