Tributes to Arindam on his birth place
Advertisment
ସେଥିଲେ ସାହସୀ, ନିର୍ଭୀକ ଆଉ ସଚ୍ଚୋଟ ସାମ୍ବାଦିକ। ଓଡ଼ିଶାର ଘରେ ଘରେ ଏକ ପରିଚିତ ଚେହେରା। ସମସ୍ତଙ୍କ ଅତି ଆଦରର ଅରିନ୍ଦମ। ଚାହୁଁ ଚାହୁଁ ବର୍ଷେ ବିତିଗଲାଣି ତାଙ୍କ ଅବର୍ତ୍ତମାନକୁ। ଯେଉଁ କେନ୍ଦୁଝର ମାଟିରୁ ଆସି ସାରା ଓଡ଼ିଶାରେ ନିଜର ସ୍ୱତନ୍ତ୍ର ରିପୋର୍ଟିଂ ଷ୍ଟାଇଲ୍ ପାଇଁ ପରିଚିତ ହୋଇଥିଲେ ଆଜି ସେହି ମାଟି, ଜନ୍ମସ୍ଥାନ ରାଜନଗର ନିକଟ ରାଇକଳା ଗାଁରେ ଆୟୋଜିତ ହୋଇଛି ସ୍ମୃତି ସଭା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us