Advertisment

ପ୍ରତିଦିନ ଖୋଲୁଛି 5T ନାଁରେ ସ୍କୁଲ ରୂପାନ୍ତୀକରଣର ପୋଲ୍

5T ସ୍କୁଲରେ ବିକଳ ଚିତ୍ର । କେଉଁଠି ଛାତରୁ ପ୍ଲାଷ୍ଟର ଖସି ଶିକ୍ଷକ ଆହତ ହେଲେଣି ତ, କେଉଁଠି ଶିକ୍ଷକ ମରୁଡି । ରୂପାନ୍ତୀକରଣ ନାଁରେ କୋଟି କୋଟି ଖର୍ଚ୍ଚ କଲେ । ରଙ୍ଗ ମାରି 5Tର ପ୍ରଚାର ପ୍ରସାର କଲେ । ହେଲେ ପ୍ରତିଦିନ ବିଭିନ୍ନ ସ୍ଥାନରୁ ଆସୁଥିବା ସାଙ୍ଘାତିକ ଚିତ୍ର ଖୋଲି ଦେଇଛି 5T ରୂପାନ୍ତୀକରଣର ପୋଲ।

5T School
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ