By: Otv Khabar Bureau
Last updated: 16 October 2021, 09:28 AM IST
ବାପା-ମାଆ ଆରପାରିକୁ ଚାଲିଗଲା ପରେ ନିରୁପମା ଏକା ଏକା ହୋଇଯାଇଛନ୍ତି.. ହେଲେ ତାଙ୍କର ମନୋବଳ ଭାଙ୍ଗିନି.. ବରଂ ଚଳିବା ପାଇଁ କାହା ପାଖରେ ହାତ ନ ପତାଇ ପରିବାରର ବୃତ୍ତିକୁ ଆପଣାଇଛନ୍ତି ସେ..