Meet Odisha's Indrajit
Advertisment
ଗାଁ ପାଇଁ ଗୌରବ ଆଣିଲେ ଇନ୍ଦ୍ରଜିତ୍। ଦିନେ ମଫସଲ ଗାଁର ସରକାରୀ ସ୍କୁଲରେ ପାଠ ପଢୁଥିଲେ। ପରେ ରେଭେନ୍ସା, ଓୟୁଏଟିରେ ପାଠ ପଢି ହାବାର୍ଡ ବିଶ୍ୱବିଦ୍ୟାଳୟରେ କ୍ୟାନସର ଔଷଧ ଉପରେ ରିସର୍ଚ୍ଚ କରୁଛନ୍ତି। ନିଜର ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ପାଇଁ ୧୦ ଦେଶ ଦେଲେଣି ପୁରସ୍କାର। ଏମିତି ପୁଅକୁ ନେଇ ସାରା ଅଂଚଳ କରୁଛି ଗର୍ବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us