Advertisment

ରାଙ୍କର ମାସେ ପରେ ବି ହୋଇନି ଆଡମିଶନ

ବୈଷୟିକ ଶିକ୍ଷାରେ ନାମ ଲେଖାଇବାକୁ ପରୀକ୍ଷା ଦେଲେ। ରାଙ୍କ୍ ବି ପାଇଲେ। ହେଲେ ମାସେ ପରେ ବି ଆଡମିଶନ୍ ହୋଇନି। ଅସନ୍ତୋଷ ପ୍ରବଳ ତେଜିବାରୁ ଓଜେଇଇ ପକ୍ଷରୁ ଆସନ୍ତାକାଲି ଠାରୁ କାଉନସେଲିଂ ଆରମ୍ଭ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ