Advertisment

ଦୁଆର ଦୁଆର ବୁଲି ଭିକ୍ଷା ମାଗୁଛନ୍ତି ମହିଳା ସରପଞ୍ଚ, ଦିନେ ବାଣ୍ଟୁଥିଲେ, ଆଜି ହାତ ପାତୁଛନ୍ତି

ଯିଏ ଦିନେ ଅନ୍ଯମାନଙ୍କ ସାହାରା ପାଲଟିଥିଲେ, ସେ ନିଜେ ଆଜି ବେସାହାରା। ନେତା ମନ୍ତ୍ରୀଙ୍କ ପାଖରେ ଠିଆ ହୋଇ ଯିଏ ନିଜ ଗାଁ ଲୋକଙ୍କୁ ଭତ୍ତା ବାଣ୍ଟୁଥିଲେ, ସେ ଆଜି ଦୁଆର ଦୁଆର ବୁଲି ଭିକ ମାଗୁଛନ୍ତି। ଏମିତି ଦୁର୍ଭାଗ୍ଯ ଘଟଣା ଘଟିଛି ଗଂଜାମ ଜିଲ୍ଲାର ଜଣେ ମହିଳା ସରପଞ୍ଚଙ୍କ ଭାଗ୍ଯରେ।

Odisha Woman Begs Sarpanch
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ