Gupchup Seller Contesting For Chairman Post
Advertisment
ଗାଁ କୁ ଗାଁ... ସାହି କୁ ସାହି ସ୍ୱାମୀଙ୍କ ସହ ବୁଲି କରନ୍ତି ଗୁପଚୁପ୍ ବେପାର। ହେଲେ ଏବେ କଂଗ୍ରେସରୁ ଟିକେଟ୍ ପାଇ ଏନଏସି ଚେୟାରମ୍ୟାନ ହେବା ପାଇଁ କରୁଛନ୍ତି ଲଢେଇ। କହୁଛନ୍ତି, ବେପାର ସମୟରେ ଅନେକ ଲୋକଙ୍କ କଷ୍ଟ ଦେଖିଛି ହେଲେ ସାହାଯ୍ୟ କରିପାରିନି, ଚେୟାରମ୍ୟାନ ହେଲେ ସମସ୍ତଙ୍କୁ କରିବି ସାହାଯ୍ୟ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us