Advertisment

ଆସିଲା ବାହାନଗା ଟ୍ରେନ୍ ଟ୍ରାଜେଡି ରିପୋର୍ଟ ! ରିଲେ ରୁମରେ ତ୍ରୁଟି ଅନିଚ୍ଛାକୃତ ନା ଉଦ୍ଦେଶ୍ୟମୂଳକ ?

ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫ୍‌ଙ୍କ ତ୍ରୁଟି । ରେଲୱେ ସେଫ୍ଟି କମିଶନଙ୍କ ରିପୋର୍ଟକୁ ନେଇ ଚର୍ଚ୍ଚା ।

Advertisment

ବାହାନଗା ଷ୍ଟେସନର ରିଲେ ରୁମ୍ । ଟ୍ରେନ୍ ଟ୍ରାଜେଡିର ଖିଅ ଖୋଜି ଖୋଜି, ଶେଷରେ ସେଇଠି ପହଞ୍ଚିଛନ୍ତି ରେଲୱେ ସେଫ୍ଟି କମିଶନର । ସିଆରଏସ୍ ରିପୋର୍ଟରୁ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ମାସେ ତଳେ ୨୯୩ ଯାତ୍ରୀଙ୍କ ଜୀବନ ନେଇଥିବା ଟ୍ରେନ୍ ଟ୍ରାଜେଡି ପଛରେ, ସିଗନାଲିଂ ଓ ଟେଲିକମ୍ୟୁନିକେଶନ ଡିପାର୍ଟମେଣ୍ଟ ଓ ରିଲେ ରୁମରେ ତ୍ରୁଟି ହୋଇଥିବା ତଦନ୍ତରୁ ଜଣାପଡ଼ିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ