ଥମୁନି ଜାଲ୍ ଶିକ୍ଷକଙ୍କ ଚେର । ଗତ ୧୬ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଭିତରେ ବି ଅଛନ୍ତି ଜାଲ୍ ଶିକ୍ଷକ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଦିବ୍ୟାଙ୍ଗ ଆଶାୟୀଙ୍କ ପାଖରୁ ।