CNG crematorium
Advertisment
ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ପ୍ରାକୃତିକ ଗ୍ୟାସ ବ୍ୟବହୃତ ଶବଦାହ ଗୃହ । ଅର୍ଥାତ ସିଏନଜି ଗ୍ୟାସ ବ୍ୟବହାର କରି ମୃତଦେହ ଗୁଡିକୁ ଦାହ କରାଯିବ । ଖଣ୍ଡଗିରି ଧର୍ମବିହାର ଠାରେ ଆଜି ଏଇ ପ୍ରଦୂଷଣ ବିହୀନ ଶବଦାହ କେନ୍ଦ୍ର ଉଦଘାଟିତ ହୋଇଥିବା ବେଳେ ଖୁବଶୀଘ୍ର ଆଇଗିଣିଆ ଏବଂ କଟକ ଖାନନଗରରେ ମଧ୍ୟ ଅନୁରୂପ ଶବଦାହ କେନ୍ଦ୍ର ହେବ ବୋଲି ସୂଚନା ଦିଆଯାଇଛି । ସେପଟେ ନିୟନ୍ତ୍ରଣ ସତ୍ତ୍ୱେ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ଯୋଗ ଦେଇନଥିବାରୁ ଏହାକୁ ନେଇ ତେଜିଛି ରାଜନୀତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us