Apartment Ownership Rules 2024
Advertisment
ଦେଢ଼ବର୍ଷ ଅପେକ୍ଷାର ଅନ୍ତ। ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଫିଟିଲା ବାଟ। ଏଣିକି କେବଳ ଆପାର୍ଟମେଣ୍ଟ ନୁହେଁ କମନ୍ ଏରିଆର ମାଲିକ ହେବ ବାସଗୃହ କ୍ରେତା। ଆସୋସିଏସନ ନାଁରେ ପଞ୍ଜୀକରଣ ହେବ ସର୍ବସାଧାରଣ ବ୍ୟବହୃତ ଅଞ୍ଚଳ। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆଣିଛି ରେରା ଅନୁକୂଳ ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us