Last updated: 31 October 2021, 02:32 PM IST
ଇଲେକଟ୍ରିକ ଗାଡି କିଣିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ସରକାର ଆପଣାଇଛନ୍ତି ଏକ ନୂଆ ପଦକ୍ଷେପ । ଇଲେକଟ୍ରିକ ଯାନ ଉପରେ ଶତ ପ୍ରତିଶତ ଟିକସ ଓ ପଂଜୀକରଣ ଫି ଛାଡ କରିଛନ୍ତି ରାଜ୍ୟ ସରକାର । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ...