Last updated: 27 October 2021, 12:23 PM IST
ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । କଠିନ ପରିଶ୍ରମ ତାଙ୍କୁ ଦେଇଛି ଏକ ନୂଆ ପରିଚୟ । ଏଥିସହ ୧୫ରୁ ୨୦ ଲୋକଙ୍କୁ ଦେଇଛନ୍ତି ରୋଜଗାରକ୍ଷମ ହେବାର ସୁଯୋଗ । ସେପଟେ ଅନ୍ୟ ଜଣେ ଜିଆ ଖତ ସାର କରି ପ୍ରସ୍ତୁତ କରି ପରିବେଶ ପ୍ରତି ଥଇବା ନଜର ଦାୟିତ୍ୱବୋଧତାକୁ ପ୍ରମାଣ କରିଛି । ଦେଖନ୍ତୁ ଏହି ୨ ସଫଳ ଚାଷୀଙ୍କ ସଫଳତାର ପୂରା କାହାଣୀ।